ସବୁ ଈଶ୍ୱର ଙ୍କ ଇଛା!

ସବୁ ଈଶ୍ୱର ଙ୍କ ଇଛା!

ମୋ ସ୍ବପ୍ନ ଗୁଡାକ ସବୁ ସତ ହେବା ପୂର୍ବରୁ
ମୋ ଦୁନିଆ ରେ ମୁଁ ଅଜଣା ଅଚିନ୍ହା
ମୁଁ ଚାହିଁଲେ ବି ଦୁରେଇ ପାରୁନି
ତୁମଠୁ ଆଊ ତୁମ ଛାଇ ଠାରୁ
ଯଦିଓ ମୁଁ ତୁମ ପାଖେ ନାହିଁ
କିନ୍ତୁ ଦୂରରୁ ତୁମ ସ୍ମିତାହାସ୍ୟ ପ୍ରେରଣା ଦିଏ
ଆଊ କିଛି କ୍ଷଣ ବଂଚିବା ର ରାହା ଦେଖାଏ
ଜୀବନ ଟା ଏକ ପାର୍ଶ୍ୱରେ ଝୁଲୁଛି
କେବଳ ଅସମାପ୍ତ ନିର୍ଜନତା
ଏହା ଯେ କେବଳ ଈଶ୍ୱର ଙ୍କ ଇଛା
ଯେତେଯେ ଅଭିଯୋଗ ଗ୍ରହଣ କରିଛି
ମୋ ପ୍ରେମ କାହାଣୀ ର ଭାଗ୍ୟ ରେ
ମୁଁ ସର୍ବସ୍ୱାନ୍ତ ହାରିଯିବା ପରେ
ଆଊ ଦୁନିଆ ଧନବାନ ଜିତିବା ପରେ

ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଗଞ୍ଜାମ

20 Likes Comment

You might like

About the Author: prasanna dalai

Leave a Reply

Your email address will not be published. Required fields are marked *