ବରଂ

ବରଂ

ବରଂ ଦୀର୍ଘ ପ୍ରତୀକ୍ଷାରେ
ହଜିଯାଉ
ଜୀବନର
ସ୍ଥିତି ଆଉ ଗତି ;

ସାତସିଆଁ ପଣତରେ
ବାନ୍ଧିରହୁ
ଆଞ୍ଜୁଳାଏ
ସୁଖ ଓ ସଂପ୍ରୀତି !!

BY – ©® ଦଶରଥ ନାଏକ

20 Likes 1 Comment

You might like

About the Author: Admin

1 Comment

  1. ବିଚିତ୍ର ଏ ସଂସାର ରେ ସିଏ ଏକା ମୁକ୍ତିର ପଥ,
    ଗରିବ କୁଡ଼ିଆରେ ପାଦ ରଖିଥିଲେ ପ୍ରଭୁ ଜଗନ୍ନାଥ।🙏
    କଷ୍ଟ କଲେ କୃଷ୍ଣ ମିଳେ🙏ପଢ଼ିଥିଲି ମୁହିଁ,
    ଅପେକ୍ଷା ଫଳ ଦିନେ ଫୁଟିବ ଫୁଲ🪷ହୋଇ।
    ଖୁବ୍ ସୁନ୍ଦର ହୋଇଛି ଆପଣଙ୍କ ଲେଖାଟି 🙏💐

Leave a Reply

Your email address will not be published. Required fields are marked *