
My poem RAYS OF HOPE! translated by eminent translator my brother Dr Narottam Parida into Odia.
Humbled & Grateful ❤️🙏
RAYS OF HOPES !
With millions scattered dreams in eyes
Faces of memories and stories peep
Shackles ‘ll melt one day with heats
Destiny ‘ll change with my footsteps
Along with the rays of hopes
At times you complain against me
And I just wish to be by your side
For we do still need each other
I ‘ll confess it till last breath of my life.
©®Dr.Prasana Kumar Dalai@India.
Date. 08 Sat March 2025.
TRANSLATED INTO ODIA.
ଆଶା ର ଆଲୋକ!
ଏଇତ ଦିଶୁଛି ଆଶାର କିରଣ,,
ସ୍ୱପ୍ନ ଜାଲର ଫାନ୍ଦଦେଇ ଦେଖା ଦିଅନ୍ତି
ସ୍ମୃତି ଏବଂ କାହାଣୀର ଅନେକ ଚେହେରା.
ମୋ ପାଦରେ ବନ୍ଧା ଶିକୁଳିଟି ତରଳି ଛିଡି଼ବ,
ନିଶ୍ଚୟ ବଦଳିବ ଦିନେ ଏ କଣ୍ଟକିତ ପଥ,
ମୋ ଆଶାର କିରଣ ସହିତ….
ଜାଣେ ବେଳେବେଳେ,,,
ତୁମେ ମୋ ବିରୁଦ୍ଧରେ ଅଭିଯୋଗ କର,
ମୁଁ କେବଳ ତୁମ ପାଖରେ ରହିବାକୁ ଚାହେଁ,
ଏଇତ ଆମର ଭଲପାଇବାର ମର୍ଯ୍ୟାଦା,
କାରଣ ଆମେ ପରସ୍ପରକୁ ଆବଶ୍ୟକ କରୁ .
ମୁଁ ସ୍ୱୀକାର କରୁଛି, କରୁଥିବି ସଦା
ମୋ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ
ତୁମେ ମୋର ଆଉ ମୁଁ ତୁମର…