ସମ୍ପର୍କ ଜନ୍ମ ଜନ୍ମର!

ସମ୍ପର୍କ ଜନ୍ମ ଜନ୍ମର!

ଟିକେ କୁହ
ଜହ୍ନରେ କିଛିତ ଅଛି
ଆକାଶ ର ହୃଦୟ ରେ ଆଲୋକ
ର ରଙ୍ଗ ବେରଙ୍ଗ ଖେଳ
ତୁମ ରୂପ ର ଝଲଜ ରେ ମୁଁ ଆନ୍ଦୋଳିତ
ତୁମ ଛବି ଆଜି ମାରୁଉଦ୍ୟାନ ର ନାୟିକା ପରି
ତୁମ ପ୍ରତିଛବି ଯାହା ବୟାନ କରେ
ପ୍ରତିଟି ସ୍ପର୍ଶ ରେ ସ୍ପନ୍ଦିତ ମୁଁ
ଏମିତି ମୋ ପାଖରେ ଥାଅ
ମୋ ପାଇଁ ଜନ୍ମ ଜନ୍ମ ର ସାଥି ହୋଇ
ଏମିତି ପାଖେ ପାଖେ ଥାଅ
କାହାର ନଜର ଆମକୁ ନ ଲାଗୁ
ତୁମେ ମୋ ଠିକଣା ର ଶେଷ ଲକ୍ଷସ୍ଥଳ
କାରଣ ତୁମେ ମୋ ପାଇଁ ଜନ୍ମ ଆଊ ମୃତ୍ୟୁ |

ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଗଞ୍ଜାମ

2 Likes Comment

You might like

About the Author: prasanna dalai

Leave a Reply

Your email address will not be published. Required fields are marked *