ତୁମକୁ ହରେଇବାର ଭୟ!

ତୁମକୁ ହରେଇବାର ଭୟ!

ଭଲ ପାଇବାର ସୀମା ନ ଥାଏ
ତଥାପି ସାଇତିକି ରଖିଛି ହୃଦୟର ସିନ୍ଦୁକ ରେ
ଯେତେବେଳେ ହୃଦୟ ଅନୁଭବ କରେ
ଲାଗେ ଯେମିତି ଝଡପୂର୍ଣ୍ଣ ଆକାଶ
ଦୂରରୁ ଶୁଭେ ପାଉଁଜି ର ଶବ୍ଦ
ଲାଗେ ଯେମିତି ତୁମେ ମୋ ପାଖରେ
ସାରା ଦୁନିଆ ଅଭିମାନ କରୁ ମୋ ଉପରେ
ଖଣ୍ଡ ଖଣ୍ଡ କରି ହୃଦୟ କୁ ଭାଙ୍ଗି ଦିଅନ୍ତୁ
ମୋ ଠୁ ତୁମକୁ ଦୁରେଇ ବାର ଚକ୍ରାନ୍ତ
ଏଵେ ଏଵେ ହୃଦୟ ତ ଭାଙ୍ଗିଛି
ଆଉ ତୁମକୁ ହରେଇବାର ଦୁଃଖ
ମୋ ମନକୁ ଆନ୍ଦୋଳିତ କରୁଛି |

ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ

42 Likes Comment

You might like

About the Author: Dr. Prasanna Kumar Dalai

A Famous English Poet From India

Leave a Reply

Your email address will not be published. Required fields are marked *