MY odia poem Napadhi Adha rahijae translated by honourable translator Raj Kishor Pattnaik.
Humbled & Grateful.
ନପଢି ଅଧା ରହିଯାଏ!
ତୁମେ ସବୁବେଳେ ଏଇ ରାସ୍ତା ଦେଇ ଯାଅ
କେବେକେବେ ଦେଖା ହୁଏ ତୁମ ସହ
ମନେମନେ କେତେ କଥା କହିଯାଅ
କିଛି ବାରି ହୁଏ ଆଉ କିଛି ରହିଯାଏ
ଲାଜୁଆ ଲାଜୁଆ ଆଖିରେ
ସ୍ମିତାହାସ୍ୟ ଲାଜୁଆ ଓଠରେ
ପ୍ରଜାପତି ପରି ଚଞ୍ଚଳ
ଫୁଲ ର ପାଖୁଡା ରେ
ଏଇ କଥା ସବୁବେଳେ ସାଙ୍ଗ ମାନଙ୍କୁ କହିବା
ସାଙ୍ଗ ମାନଙ୍କ ପରିହାସ ର ଶିକାର ହବା
ଆଊ ତାକୁ ଚିଠି ଲେଖି ଚିରି ଫୋପାଡିବା
ଏହା ହିଁ ପ୍ରେମ
ଯାହା କହି ହୁଏ ଆଉ କିଛି
ନପଢି ଅଧା ରହି ଯାଏ |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଅଧ୍ୟାପକ ଇରାଂଜି ଭାଷା ଓ ସାହିତ୍ୟ ବିଭାଗ
ଗଞ୍ଜାମ
Translated into English
By Raj Kishor Patnaik @India.
Half-read, Yet Left Unspoken!
You always pass by this path,
Sometimes our glances cross,
Within my heart, unspoken words stir—
Some spill out, while some remain unsaid.
With bashful, shy eyes,
And a coy smile upon tender lips,
Restless like a fluttering butterfly,
Dancing on petals with fleeting grace.
I share these tales with my friends,
Only to be the target of their playful teasing.
And then, scribbling my feelings in letters,
I rip them apart, crumpling dreams with trembling hands.
This is love—
A realm of unspoken confessions,
Where words fall short,
And some chapters remain half-read, unfinished,
Lingering forever in the soul’s quietude.
By Dr. Prasanna Kumar Dalai
Kabisuryanagar
Asst Prof Department of English Language and Literature,
Ganjam