ନିଶ୍ୱାସ!

ନିଶ୍ୱାସ!

ପ୍ରତିଟି ନିଶ୍ୱାସ ରେ ଖାଲି ତୁମର ଅନଭୁତି
ପ୍ରତିଟି ମୁହୂର୍ତ ଅସମାପ୍ତ ମରୀଚିକା ପରି
ତୁମେ ମୋର, ଅନ୍ୟଥା କିଛି ଭାବି ପାରୁନି
ଅଜାଣତରେ କେତେ ସୁଖଦ ମୁହୂର୍ତ ଆସିଛି ଓ ଚାଲିଯାଇଛି
ତୁମବିନା ଜୀବନ ଟା ଅସହ୍ୟ ଓ ନିରୁପାୟ
ସାରା ଦୁନିଆ କୁ ଛାଡି
ମୁଁ ଆସିଲି କେବଳ ତୁମରି ପାଇଁ
ମେଘୁଆ ଆକାଶ ରେ ମେଘର ଛିଟା
କେବେକେବେ ସୂର୍ଯ୍ୟ ର ରଶ୍ମି ନୂତନ ଇନ୍ଦ୍ରଧନୁ ର ଆବେଗ
ମନେହୁଏ ଏହା ଭଗବାନ ଙ୍କ ଇଛା
ମରିବା ଆଉ ବଂଚିବାର ବାହାନା
ହୁଏତ ତୁମର ପ୍ରତିଟି ନିଶ୍ୱାସ ରେ!

©️®️ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଗଞ୍ଜାମ |

23 Likes Comment

You might like

About the Author: Dr. Prasanna Kumar Dalai

A Famous English Poet From India

Leave a Reply

Your email address will not be published. Required fields are marked *