ଯଦିଓ ମୁଁ ମରେ!

ଯଦିଓ ମୁଁ ମରେ!

କାହିଁକି ଜୀବନଟା ଦୁଇ ଘଡି ର ଖେଳ
ଯଦି ମୂଁ ପଚାରିଥାନ୍ତି ଭଗବାନ ଙ୍କୁ
ଆଉ କିଛି ମୁହୂର୍ତ୍ତ ପାଇଁ
ମୁଁ ଚାହେଁନି ତୁମଠାରୁ ଦୂରେଇବା ପାଇଁ
ଏଇଠି ସବୁ ଯନ୍ତ୍ରଣା ରେ ଖୁସି ଖୋଜିବାର ଆନନ୍ଦ
ତୁମର ଚେନାଏ ହସ ମୋ ପାଇଁ ଆଶା ର କିରଣ
ଯଦିଓ ସାରା ଦୁନିଆ ମୋ ପାଇଁ ନିଷ୍ଠୁର
ମୋ ସ୍ୱର୍ଗ ତୁମରି କୋଳ ରେ
ମୋ ଜୀବନ କେବଳ ଚାଲୁଛି
ତୁମର ହୃଦୟର ସ୍ପନ୍ଦନ ରେ
ତୁମର ସବୁ ଇଛା ମୋ ପ୍ରାଥନା ରେ
ଆମର ସମ୍ପର୍କ ଏକ ଅଦ୍ଵିତୀୟ କାହାଣୀ
କିନ୍ତୁ ମୂଁ ଫେରି ଆସିବି ତୁମ ପାଖକୁ
ଯଦିଓ ମୁଁ ମରେ |

ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ |

35 Likes 1 Comment

You might like

About the Author: Dr. Prasanna Kumar Dalai

A Famous English Poet From India

1 Comment

Leave a Reply

Your email address will not be published. Required fields are marked *