ବରଂ ଦୀର୍ଘ ପ୍ରତୀକ୍ଷାରେ
ହଜିଯାଉ
ଜୀବନର
ସ୍ଥିତି ଆଉ ଗତି ;
ସାତସିଆଁ ପଣତରେ
ବାନ୍ଧିରହୁ
ଆଞ୍ଜୁଳାଏ
ସୁଖ ଓ ସଂପ୍ରୀତି !!
BY – ©® ଦଶରଥ ନାଏକ
ବରଂ ଦୀର୍ଘ ପ୍ରତୀକ୍ଷାରେ
ହଜିଯାଉ
ଜୀବନର
ସ୍ଥିତି ଆଉ ଗତି ;
ସାତସିଆଁ ପଣତରେ
ବାନ୍ଧିରହୁ
ଆଞ୍ଜୁଳାଏ
ସୁଖ ଓ ସଂପ୍ରୀତି !!
BY – ©® ଦଶରଥ ନାଏକ
ବିଚିତ୍ର ଏ ସଂସାର ରେ ସିଏ ଏକା ମୁକ୍ତିର ପଥ,
ଗରିବ କୁଡ଼ିଆରେ ପାଦ ରଖିଥିଲେ ପ୍ରଭୁ ଜଗନ୍ନାଥ।🙏
କଷ୍ଟ କଲେ କୃଷ୍ଣ ମିଳେ🙏ପଢ଼ିଥିଲି ମୁହିଁ,
ଅପେକ୍ଷା ଫଳ ଦିନେ ଫୁଟିବ ଫୁଲ🪷ହୋଇ।
ଖୁବ୍ ସୁନ୍ଦର ହୋଇଛି ଆପଣଙ୍କ ଲେଖାଟି 🙏💐